# he is a chosen instrument of mine ମନୋନୀତ ପାତ୍ର ଏପରି କିଛି ବିଷୟକୁ ବୁଝାଏ ଯାହା ସେବା ନିମନ୍ତେ ପୃଥକୀକୃତ ଅଟେ I ବିକଳ୍ପ ଅନୁବାଦ: “ଆମ୍ଭର ସେବା କରିବା ନିମନ୍ତେ ଆମ୍ଭେ ତାହାକୁ ମନୋନୀତ କରିଅଛୁ I (ଦେଖ: [[rc://*/ta/man/translate/figs-metonymy]]) # to carry my name ଯୀଶୁଙ୍କପାଇଁ ନିଜକୁ ଚିହ୍ନଟ କରିବା କିମ୍ବା କହିବା ନିମନ୍ତେ ଏହା ହେଉଛି ଏକ ଅଭିବ୍ୟକ୍ତି I ବିକଳ୍ପ ଅନୁବାଦ: “ଯେପରି ସେ ଆମ୍ଭ ବିଷୟରେ କଥା କହିବେ” (ଦେଖ: [[rc://*/ta/man/translate/figs-metonymy]])