# in the poison of bitterness ଏଠାରେ “ ତିକ୍ତ ବିଷରେ” ଅତି ଈର୍ଷାପରାୟଣ ହେବାର ଏକ ରୂପକ ଶବ୍ଦ I ଏହା ଈର୍ଷା ବିଷୟରେ କହେ ସତେ ଯେପରି ଏହା ତିକ୍ତ ଲାଗେ ଓ ଈର୍ଷାପରାୟଣ ଲୋକକୁ ବିଷାକ୍ତ କରିଦିଏ I ବିକଳ୍ପ ଅନୁବାଦ: “ଅତି ଈର୍ଷାନ୍ବିତ” (ଦେଖ: [[rc://*/ta/man/translate/figs-metaphor]]) # in the bonds of sin “ପାପର ବନ୍ଧନ” ବାକ୍ୟାଂଶଟି ଏପରି ଅର୍ଥରେ କୁହାଯାଇଛି ସତେ ଯେପରି ପାପ ଶିମୋନଙ୍କୁ ଆୟତ୍ତକରି ଜଣେ ବନ୍ଦୀଭାବରେ ରଖିବ I ଏହା ଏକ ରୂପକ ଶବ୍ଦ ଯାହାର ଅର୍ଥ ହେଉଛି ଯେ ଶିମୋନ ଆପଣାକୁ ପାପ କରିବାରୁ ଅଟକାଇବାକୁ ସକ୍ଷମ ନୁହଁନ୍ତି I ବିକଳ୍ପ ଅନୁବାଦ: “ଯେହେତୁ ତୁମେ ପାପ କରି ଚାଲିଛ ତେଣୁ ତୁମେ ଜଣେ ବନ୍ଦୀ ସଦୃଶ” (ଦେଖ: [[rc://*/ta/man/translate/figs-metaphor]])