# When they had come down ଯେତେବେଳେ ପିତର ଓ ଯୋହନ ଆସିଥିଲେ # come down ଏଠାରେ ଏହି ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ ଶମିରୋଣ ଯିରୂଶାଲମଠାରୁ ଉଚ୍ଚତାରେ ନିମ୍ନରେ ଥିଲା I # they prayed for them ପିତର ଓ ଯୋହନ ଶମିରୋଣର ବିଶ୍ବାସୀମାନଙ୍କ ନିମନ୍ତେ ପ୍ରାର୍ଥନା କଲେ # that they might receive the Holy Spirit ଯେପରି ଶମିରୋଣୀୟ ବିଶ୍ବାସୀମାନେ ପବିତ୍ର ଆତ୍ମା ପ୍ରାପ୍ତ ହୁଅନ୍ତି