# Simon himself believed ଏଠାରେ “ନିଜେ” ଶବ୍ଦଟି ଗୁରୁତ୍ବ ଦିଏ ଯେ ଶିମୋନ ବିଶ୍ବାସ କରିଥିଲା I ବିକଳ୍ପ ଅନୁବାଦ: “ଯେଉଁମାନେ ବିଶ୍ବାସ କରିଥିଲେ ସେମାନଙ୍କ ମଧ୍ୟରେ ଶିମୋନ ମଧ୍ୟ ଜଣେ ଥିଲେ” (ଦେଖ: [[rc://*/ta/man/translate/figs-rpronouns]]) # he was baptized ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଫିଲିପ୍ପ ଶିମୋନଙ୍କୁ ବାପ୍ତିସ୍ମ ଦେଲେ” (ଦେଖ: [[rc://*/ta/man/translate/figs-activepassive]]) # When he saw signs ଏହା ଏକ ନୂଆ ବାକ୍ୟ ଆରମ୍ଭ କରିବ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ଦେଖିଲା”