# When multitudes of people ଯେତେବେଳେ ଶମିରୋଣ ନଗରରେ ଅନେକ ଲୋକ I [ପ୍ରେରିତ ୮:୫](../08/05.md)ରେ ଏହି ସ୍ଥାନର ଅବସ୍ଥିତି ବିଷୟରେ ନିର୍ଦ୍ଦିଷ୍ଟ ଭାବରେ ଲେଖାଯାଇଛି I # they paid attention ଫିଲିପ୍ପ ଯେଉଁ ସୁସ୍ଥତାର କାର୍ଯ୍ୟ କରିଥିଲେ ତହିଁ ସକାଶୁ ଲୋକମାନେ ଧ୍ୟାନ ଦେଉଥିଲେ I