# went down to the city of Samaria ଏଠାରେ “ତଳକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଅଛି କାରଣ ଉଚ୍ଚତା ଦୃଷ୍ଟିରୁ ଶମିରୋଣ ଯିରୂଶାଲମଠାରୁ ନିମ୍ନ ଭାଗରେ ଥିଲା I # the city of Samaria ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଲୂକ ଅଶା କରୁଥିଲେ ଯେ ସେ କେଉଁ ନଗର ବିଷୟରେ ଲେଖୁଛନ୍ତି ତାହା ତାଙ୍କର ପାଠକମାନେ ଜାଣନ୍ତୁ I ବିକଳ୍ପ ଅନୁବାଦ: “ଶମିରୋଣର ମୁଖ୍ୟ ନଗର” କିମ୍ବା ୨) ଲୂକ ଆଶା କରି ନ ଥିଲେ ଯେ ସେ କେଉଁ ନଗର ବିଷୟରେ ଲେଖୁଛନ୍ତି ତାହା ତାଙ୍କର ପାଠକମାନେ ଜାଣନ୍ତୁ I ବିକଳ୍ପ ଅନୁବାଦ: “ଶମିରୋଣର ଏକ ନଗର” # proclaimed to them the Christ “ଖ୍ରୀଷ୍ଟ” ଉପାଧିଟି ଯୀଶୁଙ୍କୁ ବୁଝାଏ ଯିଏ କି ମଶୀହ ଅଟନ୍ତି I ବିକଳ୍ପ ଅନୁବାଦ: “ସେମାନଙ୍କୁ କହିଲେ ଯେ ଯୀଶୁ ହିଁ ମଶୀହ ଅଟନ୍ତି” (ଦେଖ: [[rc://*/ta/man/translate/figs-metonymy]])