# He knelt down ଏହା ଈଶ୍ବରଙ୍କ ପ୍ରତି ସମର୍ପିତ ହେବାର ଏକ କାର୍ଯ୍ୟ I (ଦେଖ: [[rc://*/ta/man/translate/translate-symaction]]) # do not hold this sin against them ଏହା ସକରାତ୍ମକ ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ପାପ ପାଇଁ ଏମାନଙ୍କୁ କ୍ଷମା କର” (ଦେଖ: [[rc://*/ta/man/translate/figs-litotes]]) # fell asleep ଏଠାରେ ମହା ନିଦ୍ରା ଯିବା ହେଉଛି ମୃତ୍ୟୁଭୋଗ କରିବାର ଏକ ଶିଷ୍ଟୋକ୍ତି I ବିକଳ୍ପ ଅନୁବାଦ: “ମୃତ୍ୟୁଭୋଗ କଲେ” (ଦେଖ: [[rc://*/ta/man/translate/figs-euphemism]])