# Take off the sandals ଈଶ୍ବର ମୋଶାଙ୍କୁ ଏହା କହିଥିଲେ ଯେପରି ସେ ଈଶ୍ବରଙ୍କୁ ସମ୍ମାନ କରିବେ I (ଦେଖ: [[rc://*/ta/man/translate/translate-symaction]]) # for the place where you are standing is holy ground ଅନ୍ତର୍ନିହିତ ସୂଚନା ହେଉଛି ଯେ ଯେଉଁଠାରେ ଈଶ୍ବର ଉପସ୍ଥିତ ହୁଅନ୍ତି, ସେଠିକାର ଆଖପାଖ ଅଞ୍ଚଳ ପବିତ୍ର ବିବେଚିତ ହୋଇଥାଏ ବା ଈଶ୍ବରଙ୍କ ଦ୍ବାରା ପବିତ୍ରୀକୃତ ହୋଇଥାଏ I (ଦେଖ: [[rc://*/ta/man/translate/figs-explicit]])