# Would you like to kill me, as you killed the Egyptian yesterday? ଲୋକ ଜଣକ ମୋଶାଙ୍କୁ ସତର୍କ କରିଦେବାପାଇଁ ଏହି ପ୍ରଶ୍ନ କରିଥିଲା ଯେ ସେ ଓ ସମ୍ଭବତଃ ଅନ୍ୟମାନେ ମୋଶା ମିଶରୀୟକୁ ବଧ କରିବା ବିଷୟ ଜାଣିଛନ୍ତି I