# General Information: “ଆମ୍ଭମାନଙ୍କର” ଶବ୍ଦଟି ସ୍ତିଫାନ ଓ ତାଙ୍କର ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]]) # As the time of the promise ... the people grew and multiplied କେତେକ ଭାଷାରେ ପ୍ରତିଜ୍ଞାର ସମୟ ପହଞ୍ଚିଲା ବୋଲି କହିବା ପୂର୍ବରୁ ଲୋକମାନେ ସଂଖ୍ୟାରେ ବୃଦ୍ଧି ପାଇଲେ ବୋଲି କହିବା ସହାୟକ ହେବ I # time of the promise approached ଈଶ୍ବର ଅବ୍ରହାମଙ୍କ ନିକଟରେ ଯେଉଁ ପ୍ରତିଜ୍ଞା କରିଥିଲେ ତାହା ସଫଳ ହେବା ସମୟ ସନ୍ନିକଟ ହୁଅନ୍ତେ