# grain ସେହି ସମୟରେ ଶସ୍ୟ ସର୍ବସାଧାରଣ ଖାଦ୍ୟ ଥିଲା I # our fathers ଏଠାରେ ଏହି ବାକ୍ୟାଂଶଟି ଯାକୁବଙ୍କ ପୁତ୍ରମାନଙ୍କୁ, ଅର୍ଥାତ୍ ଯୋଷେଫଙ୍କର ବଡ଼ ଭାଇମାନଙ୍କୁ ବୁଝାଏ I