# He gave none of it ସେ ତାହାଙ୍କୁ ସେଥିର କିଛି ହିଁ ଦେଲେ ନାହିଁ # enough to set a foot on ଏହି ବାକ୍ୟାଂଶର ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଛିଡା ହେବାପାଇଁ ଯଥେଷ୍ଟ ଭୂମି ବା ୨) ପାଦ ପକାଇବାପାଇଁ ଯଥେଷ୍ଟ ଭୂମି I ବିକଳ୍ପ ଅନୁବାଦ: “ଏକ କ୍ଷୁଦ୍ର ପରିମାଣର ଭୂମି” (ଦେଖ: [[rc://*/ta/man/translate/figs-idiom]]) # as a possession to him and to his descendants after him ଅବ୍ରହାମଙ୍କର ଅଧିକାର ନିମନ୍ତେ ଓ ତାଙ୍କ ସନ୍ତାନମାନଙ୍କୁ ଦେବା ନିମନ୍ତେ