# General Information: ୪ ପଦରେ “ସେ,” “ତାହାର,” ଓ “ତାହାଙ୍କୁ,” ଶବ୍ଦଗୁଡ଼ିକ ଅବ୍ରାହାମଙ୍କୁ ବୁଝାଏ I ୫ ପଦରେ “ସେ” ଶବ୍ଦ ଈଶ୍ବରଙ୍କୁ ବୁଝାଏ, ମାତ୍ର “ତାହାଙ୍କୁ” ଶବ୍ଦ ଅବ୍ରାହାମଙ୍କୁ ବୁଝାଏ I # General Information: ଏଠାରେ “ତୁମ୍ଭେମାନେ” ଶବ୍ଦଟି ଯିହୂଦୀ ମହାସଭା ଓ ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])