# They were deeply troubled ସେମାନେ ଅତି କ୍ରୋଧାନ୍ବିତ ହେଲେ I ବିଶେଷକରି ସାଦ୍ଦୁକୀମାନେ ପିତର ଓ ଯୋହନ କହୁଥିବା ବିଷୟରେ କ୍ରୋଧାନ୍ବିତ ହେଲେ, କାରଣ ସେମାନେ ପୁନରୁତ୍ଥାନରେ ବିଶ୍ବାସ କରୁ ନ ଥିଲେ I (See: [[rc://*/ta/man/translate/figs-explicit]]) # proclaiming in Jesus the resurrection from the dead ପିତର ଓ ଯୋହନ କହୁଥିଲେ ଯେ ଈଶ୍ବର ଯେପରି ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ ଠିକ୍ ସେପରି ମୃତ ଲୋକମାନଙ୍କୁ ମଧ୍ୟ ମୃତ୍ୟୁରୁ ଉଠାଇବେ I ଏହାକୁ ଏପରି ଭାବରେ ଅନୁବାଦ କର ଯେପରି “ପୁନରୁତ୍ଥାନ” ଉଭୟ ଯୀଶୁଙ୍କର ପୁନରୁତ୍ଥାନ ଓ ଅନ୍ୟ ଲୋକମାନଙ୍କର ସାଧାରଣ ପୁନରୁତ୍ଥାନକୁ ବୁଝାଉଥିବ I # from the dead ମୃତ୍ୟୁଭୋଗ କରିଥିବା ସମସ୍ତ ଲୋକମାନଙ୍କ ମଧ୍ୟରୁ I ଏହି ଭାବ ମିଳିତଭାବରେ ପୃଥିବୀର ଅଭ୍ୟନ୍ତରରେ ରହିଥିବା ସମସ୍ତ ଲୋକମାନଙ୍କୁ ବୁଝାଏ I ସେମାନଙ୍କ ମଧ୍ୟରୁ ଉଠିଆସିବା ବିଷୟ ପୁନର୍ବାର ଜୀବିତ ହେବା ବିଷୟରେ କହେ I