# Peter, fastening his eyes upon him, with John, said ଉଭୟ ପିତର ଓ ଯୋହନ ଲୋକଟିକୁ ଚାହିଁଲେ, କିନ୍ତୁ ପିତର ହିଁ କଥା କହିଥିଲେ I # fastening his eyes upon him ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ସିଧା ତାହାଙ୍କୁ ଚାହିଁ “ କିମ୍ବା ୨) “ଆକାଂକ୍ଷାର ସହିତ ତାହାଙ୍କୁ ଚାହିଁ” (ଦେଖ: [[rc://*/ta/man/translate/figs-idiom]])