# All who believed were together ସମ୍ଭାବିତ ଅର୍ଥ ଗୁଡ଼ିକ ହେଲା ୧) “ସମସ୍ତେ ସମାନ ବିଷୟକୁ ବିଶ୍ବାସ କଲେ” କିମ୍ବା ୨) “ବିଶ୍ବାସ କରୁଥିବା ସମସ୍ତେ ଗୋଟିଏ ସ୍ଥାନରେ ଏକତ୍ର ହେଉଥିଲେ I“ # had all things in common ଆପଣା ଆପଣା ସମ୍ପତ୍ତିକୁ ପରସ୍ପର ମଧ୍ୟରେ ବାଣ୍ଟୁଥିଲେ