# my heart was glad and my tongue rejoiced ଲୋକେ ଗ୍ରହଣ କରିଥାନ୍ତି ଯେ “ହୃଦୟ” ହେଉଛି ଭାବପ୍ରବଣତାର କେନ୍ଦ୍ର ସ୍ଥଳ ଓ “ଜିହ୍ବା” କଥା ମାଧ୍ୟମରେ ସେ ଗୁଡିକୁ ପ୍ରକାଶ କରେ I ବିକଳ୍ପ ଅନୁବାଦ: “ମୁଁ ଆନନ୍ଦିତ ଓ ଉଲ୍ଲସିତ ହେଲି” (ଦେଖ: [[rc://*/ta/man/translate/figs-synecdoche]]) # my flesh will live in certain hope “ଶରୀର” ଶବ୍ଦର ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ସେ ମରଣଶୀଳ ଓ ସେ ମୃତ୍ୟୁଭୋଗ କରିବେ I ବିକଳ୍ପ ଅନୁବାଦ: “ଯଦିଓ ମୁଁ ମରଣଶୀଳ ଅଟେ, ତଥାପି ମୁଁ ଈଶ୍ବରଙ୍କଠାରେ ଭରସା ରଖିବି” କିମ୍ବା ୨) ଏହା ତାଙ୍କର ସମସ୍ତ ବ୍ୟକ୍ତିତ୍ବକୁ ବୁଝାଇବାର ଏକ ଶବ୍ଦ I ବିକଳ୍ପ ଅନୁବାଦ: “ମୁଁ ଈଶ୍ବରଙ୍କଠାରେ ଭରସାରଖି ବଞ୍ଚିବି” (ଦେଖ: [[rc://*/ta/man/translate/figs-synecdoche]])