# Connecting Statement: ପିତର ଯୋୟେଲ ଭାବବାଦୀଙ୍କୁ ଉର୍ଦ୍ଧୃତ କରିବା ଶେଷ କରୁଛନ୍ତି I # The sun will be turned to darkness ଏହାର ଅର୍ଥ ଏହି ଯେ ସୂର୍ଯ୍ୟ ଆଲୋକମୟ ହେବା ପରିବର୍ତ୍ତେ ଅନ୍ଧକାରମୟ ହେବା I ବିକଳ୍ପ ଅନୁବାଦ: ସୂର୍ଯ୍ୟ ଅନ୍ଧକାରମୟ ହେବ” (ଦେଖ: [[rc://*/ta/man/translate/figs-activepassive]]) # the moon to blood ଏହାର ଅର୍ଥ ଏହି ଯେ ଚନ୍ଦ୍ର ରକ୍ତ ଭଳି ଲାଲ୍ ଦେଖାଯିବ I ବିକଳ୍ପ ଅନୁବାଦ: “ଚନ୍ଦ୍ର ଲାଲ୍ ଦେଖାଯିବ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-ellipsis]]) # the great and remarkable day “ମହତ୍” ଓ “ପ୍ରସିଦ୍ଧ” ଶବ୍ଦ ଗୁଡ଼ିକ ଏକାପରି ଅର୍ଥ ପ୍ରକାଶ କରନ୍ତି ଓ ମହାନତାର ଗୁରୁତ୍ବକୁ ବଢ଼ାଇଥାନ୍ତି I ବିକଳ୍ପ ଅନୁବାଦ:”ଅତି ମହାନ୍ ଦିନ” (ଦେଖ: [[rc://*/ta/man/translate/figs-doublet]]) # remarkable ମହାନ୍ ଓ ସୁନ୍ଦର