# Why is it that we are hearing them, each in our own language in which we were born? ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧)ଏହା ଏକ ଆଳଙ୍କାରିକ ପ୍ରଶ୍ନ ଯାହା ପ୍ରକାଶ କରେ ଯେ ସେମାନେ କେତେ ଆଚମ୍ବିତ ହୋଇଥିଲେ କିଅବା ୨)ଏହା ଏକ ବାସ୍ତବ ପ୍ରଶ୍ନ ଥିଲା ଯେଉଁଥିପାଇଁ ଲୋକମାନେ ଉତ୍ତର ଚାହୁଁଥିଲେ I (ଦେଖ: [[rc://*/ta/man/translate/figs-rquestion]]) # in our own language in which we were born ଆମ୍ଭମାନଙ୍କ ନିଜ ନିଜ ଭାଷାରେ ଯାହା ଆମ୍ଭେମାନେ ଜନ୍ମରୁ ଶିକ୍ଷା କରିଅଛୁ