# They prayed and said ଏଠାରେ “ସେମାନେ” ଶବ୍ଦଟି ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ, କିନ୍ତୁ ସମ୍ଭବତଃ ପ୍ରେରିତମାନଙ୍କ ମଧ୍ୟରୁ ଜଣେ ଏହି ସବୁ ବାକ୍ୟ କହିଥିଲେ I ବିକଳ୍ପ ଅନୁବାଦ: ବିଶ୍ବାସୀମାନେ ଏକତ୍ର ପ୍ରାର୍ଥନା କଲେ ଓ ପ୍ରେରିତମାନଙ୍କ ମଧ୍ୟରୁ ଜଣେ କହିଲେ” (ଦେଖ: [[rc://*/ta/man/translate/figs-explicit]]) # You, Lord, know the hearts of all people ଏଠାରେ “ଅନ୍ତର” ଶବ୍ଦଟି ଚିନ୍ତା ଓ ଅଭିପ୍ରାୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭେ, ହେ ପ୍ରଭୁ, ସମସ୍ତଙ୍କର ଚିନ୍ତା ଓ ଅଭିପ୍ରାୟକୁ ଜାଣିଥାଅ” (ଦେଖ: [[rc://*/ta/man/translate/figs-metonymy]])