# Now this man “ଏହି ଲୋକ” ଶବ୍ଦ ଈଷ୍କରିୟେIଥ ଯିହୂଦାକୁ ବୁଝାଏ I # the earnings he received for his wickedness ସେ କରିଥିବା ମନ୍ଦ କାର୍ଯ୍ୟରୁ ସେ ଯେଉଁ ଅର୍ଥ ପାଇଥିଲା I “ଅଧର୍ମ” ଶବ୍ଦଟି ଈଷ୍କରିୟେIଥ ଯିହୂଦା ଯୀଶୁଙ୍କୁ ଲୋକମାନଙ୍କ ହସ୍ତରେ ସମର୍ପଣ କରିବା ବିଷୟକୁ ବୁଝାଏ ଯେଉଁ ଲୋକମାନେ ତାହାଙ୍କୁ ବଧ କରିଥିଲେ I (ଦେଖ: [[rc://*/ta/man/translate/figs-explicit]]) # there he fell headfirst, and his body burst open, and all his intestines poured out ଏହା ସୂଚାଇଦିଏ ଯେ ଯିହୂଦା ଏକ ଉଚ୍ଚ ସ୍ଥାନରୁ ଡେଇଁ ପଡିଥିଲା, କେବଳ ତଳେ ପଡ଼ିଯାଇ ନ ଥିଲା I ପଡ଼ିବାଟା ଏତେ ଭୟାନକ ଥିଲା ଯେ ତାହାର ଶରୀର ଫାଟି ଯାଇଥିଲା I ଶାସ୍ତ୍ରର ଅନ୍ୟ ଅଂଶ ଗୁଡ଼ିକ ଉଲ୍ଲେଖ କରେ ଯେ ସେ ଆପଣIକୁ ଫାଶୀ ଦେଇଥିଲା I (ଦେଖ: [[rc://*/ta/man/translate/figs-explicit]])