# When they arrived ଯେତେବେଳେ ସେମାନେ ସେମାନଙ୍କର ଲକ୍ଷ୍ୟ ସ୍ଥାନରେ ପହଞ୍ଚିଲେ I ୧୨ ପଦ ଜଣାଏ ଯେ ସେମାନେ ଯୀରୁଶାଲମକୁ ଫେରୁଥିଲେ I # the upper chamber କୋଠରୀଟି ଗୃହର ଉପର ଭାଗରେ ଥିଲା