# General Information: ଏଠାରେ “ସେ” ଶବ୍ଦଟି ଯୀଶୁଙ୍କୁ ବୁଝାଏ I ପ୍ରେରିତ ପୁସ୍ତକରେ ‘ତୁମ୍ଭେ” ଶବ୍ଦଟି ସୂଚିତ କରାଯାଇନଥିଲେ ସାଧାରଣତଃ ବହୁବଚନ ଭାବରେ ବ୍ୟବହାର କରାଯାଇଛି I(ଦେଖ: [[rc://*/ta/man/translate/figs-you]]) # Connecting Statement: ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲା ପରେ ୪୦ ଦିନ ଧରି ଆପଣI ଶିଷ୍ୟମାନଙ୍କୁ ଦର୍ଶନ ଦେଉଥିବା ସମୟରେ ଏହି ଘଟଣା ଘଟିଥିଲା I # When he was meeting together with them ଯେତେବେଳେ ଯୀଶୁ ଆପଣା ପ୍ରେରିତମାନଙ୍କ ସହ ଏକତ୍ର ହେଉଥିଲେ I # the promise of the Father ଏହା ପବିତ୍ର ଆତ୍ମାଙ୍କ ବିଷୟରେ ସୂଚିତ କରେ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା, ଯାହାଙ୍କୁ ପ୍ରେରଣ କରିବା ବିଷୟରେ ପିତା ପ୍ରତିଜ୍ଞI କରିଥିଲେ” (ଦେଖ: [[rc://*/ta/man/translate/figs-metonymy]]) # about which, he said ଯଦି ତୁମେ “ପବିତ୍ର ଆତ୍ମା” ଶବ୍ଦଟିକୁ ଯୋଡିବାପାଇଁ ପୂର୍ବ ଅଂଶକୁ ଅନୁବାଦ କରିଅଛ, ତେବେ “ଯାହାକୁ” ବଦଳରେ “ଯାହାଙ୍କୁ” ଲେଖ I ବିକଳ୍ପ ଅନୁବାଦ: “ଯାହାଙ୍କ ବିଷୟରେ ଯୀଶୁ କହିଲେ”