# because it was for the sake of the name that they went out ଏଠାରେ “ନାମ” ଶଦ୍ଦଟି ଯୀଶୁଙ୍କୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “କାରଣ ସେମାନେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବା ନିମନ୍ତେ ବାହାରି ଯାଇଅଛନ୍ତି” (ଦେଖ: [[rc://*/ta/man/translate/figs-metonymy]]) # taking nothing କୌଣସି ଦାନ କିମ୍ବା ସାହାଯ୍ୟ ଗ୍ରହଣ କରନ୍ତି ନାହି # the Gentiles ଏଠାରେ “ଅଣଯିହୁଦୀ”ର ଅର୍ଥ କେବଳ ସେହି ଲୋକମାନଙ୍କ ଅର୍ଥରେ ନୁହେ ଯେଉଁମାନେ ଯିହୁଦୀ ନୁହନ୍ତି । ଏହା ସେହି ଲୋକମାନଙ୍କୁ ସୂଚିତ କରେ ଯେଉଁମାନେ ଯୀଶୁଙ୍କଠାରେ ଭରସା କରନ୍ତି ନାହିଁ ।