# containers of gold and silver ... containers of wood and clay ଏଠାରେ “ପାତ୍ର” ଥାଳି, ଗିନା ଓ ଅନ୍ୟାନ୍ୟ ପାତ୍ରକୁ ସାଧାରଣଭାବେ ବୁଝାଏ, ଯେଉଁଥିରେ ଲୋକେ ଖାଦ୍ୟ କି ପାନୀୟ ରଖନ୍ତି I ଯଦି ତୁମ ଭାଷାରେ ଏସବୁକୁ ବୁଝାଇବା ପାଇଁ ସାଧାରଣ ଶବ୍ଦ ନାହି, ତେବେ “ଗିନା” ବା “ପାତ୍ର” ବୋଲି ବ୍ୟବହାର କରିପାରିବ I ବିଭିନ୍ନ ପ୍ରକାର ଲୋକଙ୍କୁ ବୁଝାଇବା ପାଇଁ ପାଉଲ ଏହି ରୂପକ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]]) # honorable use ... dishonorable ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ବିଶେଷ ସମୟ ...ସାଧାରଣ ସମୟ” ୨) “ଲୋକେ ସର୍ବସାଧାରଣରେ କରୁଥିବା କାର୍ଯ୍ୟକଳାପ ...ଲୋକେ ଲୁକ୍କାୟିତ ଭାବରେ କରୁଥିବା କାର୍ଯ୍ୟକଳାପ I”