# No soldier serves while entangled in the affairs of this life ଏହି ଜୀବନରେ ଦୈନନ୍ଦିନ କାର୍ଯ୍ୟକଳାପରେ ଜଡ଼ିତ ଥିବା କୌଣସି ସୈନିକ ସେବା କରି ପାରେ ନାହିଁ କିମ୍ବା “ଯେତେବେଳେ ସୈନିକମାନେ ସେବା କରନ୍ତି, ସେମାନେ ଲୋକମାନେ କରୁଥିବା ସାଧାରଣ କାର୍ଯ୍ୟ ଦ୍ବାରା ବିଚଳିତ ହୁଅନ୍ତି ନାହିଁ I” ଖ୍ରୀଷ୍ଟଙ୍କ ସେବକମାନେ ସେମାନଙ୍କ ଦୈନିକ ଜୀବନ ସେମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ କାର୍ଯ୍ୟ କରିବାରୁ ବଞ୍ଚିତ କରିବାକୁ ନ ଦେବା ଉଚିତ I # while entangled ଏହି ଅନ୍ତରାୟ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ଫାନ୍ଦ ଯହିଁରେ ଲୋକମାନେ ଚାଲୁଥିବା ସମୟରେ ପଡ଼ି ଯାଆନ୍ତି I (ଦେଖ: [[rc://*/ta/man/translate/figs-metaphor]]) # his superior officer ତାହାଙ୍କ ନେତା କିମ୍ବା “ଯେ ତାହାଙ୍କୁ ଆଜ୍ଞା ଦିଏ”