# that we may be delivered ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ଆମ୍ଭମାନଙ୍କୁ ଉଦ୍ଧାର କରିବେ” କିମ୍ବା “ଯେପରି ଈଶ୍ବର ଆମ୍ଭମାନଙ୍କୁ ରକ୍ଷା କରିବେ” (ଦେଖ: [[rc://*/ta/man/translate/figs-activepassive]]) # for not all have faith କାରଣ ଅନେକ ଲୋକ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି ନାହିଁ