# they will all be judged ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେ ସମସ୍ତଙ୍କର ବିଚାର କରିବେ” (ଦେଖ: [[rc://*/ta/man/translate/figs-activepassive]]) # those who did not believe the truth but instead took pleasure in unrighteousness ଯେଉଁମାନେ ଅଧର୍ମରେ ଆନନ୍ଦ କରିଥିଲେ, କାରଣ ସେମାନେ ସତ୍ୟକୁ ବିଶ୍ବାସ କଲେ ନାହିଁ