# mystery of lawlessness ଏହା ଏକ ଶାଶ୍ବତ ଗୁପ୍ତ ବିଷୟ, ଯାହା କେବଳ ଈଶ୍ବର ହିଁ ଜାଣନ୍ତି I # who restrains him ଜଣକୁ ବାଧା ଦେବାର ଅର୍ଥ ତାହାକୁ ଅଟକାଇବା ବା ସେ କରିବାକୁ ଚାହୁଁଥିବା ବିଷୟରୁ ତାହାକୁ ପଛକୁ ଟାଣି ଆଣିବା I