# Do you not remember ... these things? ସେ ସେମାନଙ୍କ ସହିତ ପୂର୍ବରୁ ଥିବା ସମୟରେ ସେମାନଙ୍କୁ ଦେଇଥିବା ଆପଣାର ଶିକ୍ଷା ବିଷୟ ସ୍ମରଣ କରାଇବାକୁ ପାଉଲ ଗୋଟିଏ ଭାବପ୍ରକାଶକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ ନିଶ୍ଚିତ ଯେ ...ତୁମ୍ଭେମାନେ ଏହି ସମସ୍ତ ବିଷୟ ସ୍ମରଣରେ ରଖିଅଛ I” (ଦେଖ: [[rc://*/ta/man/translate/figs-rquestion]]) # these things ଏହା ଯୀଶୁଙ୍କର ପୁନରାଗମନ, ଅର୍ଥାତ୍ ପ୍ରଭୁଙ୍କର ଦିନ ଓ ଅଧର୍ମ ପୁରୁଷକୁ ବୁଝାଏ I