# They will be punished ଏଠାରେ “ସେମାନେ” ଶବ୍ଦଟି ଯେଉଁମାନେ ସୁସମାଚାରର ବାଧ୍ୟ ନୁହନ୍ତି, ସେମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ସେମାନଙ୍କୁ ଦଣ୍ଡ ଦେବେ” (ଦେଖ: [[rc://*/ta/man/translate/figs-activepassive]])