# Connecting Statement: ପିତର ବିଶ୍ବାସୀମାନଙ୍କୁ ଉପଦେଶ ଦେବା ଶେଷ କରି ଆପଣା ପତ୍ର ସମାପ୍ତ କରନ୍ତି I # since you know about these things ‘ଏହିସବୁ’ ବିଷୟ ଈଶ୍ବରଙ୍କ ଦୀର୍ଘସହିଷ୍ଣୁତା ବିଷୟକ ସତ୍ୟତା ଓ ଏହି ସମସ୍ତ ଭଣ୍ଡ ଶିକ୍ଷକମାନଙ୍କ ଶିକ୍ଷାକୁ ବୁଝାଏ I # guard yourselves ଆପଣା ଆପଣାକୁ ସୁରକ୍ଷା କର # so that you are not led astray by the deceit of lawless people ଏଠାରେ “ସ୍ଖଳିତ ହେବା” ଗୋଟିଏ ରୂପକ, ଯାହାର ଅର୍ଥ କିଛି ଭ୍ରାନ୍ତ ବିଷୟ କରିବାକୁ ପ୍ରବଞ୍ଚିତ ହେବା I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଦୁରାଚାରୀମାନେ ତୁମ୍ଭମାନଙ୍କୁ ପ୍ରବଞ୍ଚନା କରିବେ ନାହିଁ ଓ ଭ୍ରାନ୍ତ ବିଷୟ କିଛି କରିବାକୁ ଭୁଲାଇବେ ନାହିଁ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]]) # you lose your own faithfulness ବିଶ୍ବସ୍ତତା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଏକ ଅଧିକାର, ଯାହା ବିଶ୍ବାସୀମାନେ ହରାଇପାରନ୍ତି I ବିକଳ୍ପ ଅନୁବାଦ: “ବିଶ୍ବସ୍ତ ହେବାକୁ ତୁମ୍ଭେମାନେ ତ୍ୟାଗ କରୁଅଛ” (ଦେଖ: [[rc://*/ta/man/translate/figs-metaphor]])