# Paul speaks of these things in all his letters ପାଉଲ ଆପଣା ସମସ୍ତ ପତ୍ରରେ ଈଶ୍ବରଙ୍କ ଦୀର୍ଘସହିଷ୍ଣୁତା ପରିତ୍ରାଣ ଆଡକୁ କଢାଇ ନେଉଥିବା ବିଷୟରେ କହନ୍ତି # in which there are things that are difficult to understand ପାଉଲଙ୍କ ସମସ୍ତ ପତ୍ରରେ କେତେକ ବିଷୟ ଅଛି ଯାହା ବୁଝିବା ନିମନ୍ତେ କଷ୍ଟକର # Ignorant and unstable men distort these things ଅଶିକ୍ଷିତ ଓ ଚଞ୍ଚଳମତି ଲୋକେ ପାଉଲଙ୍କ ପତ୍ରସବୁରେ ଥିବା କଷ୍ଟକର ବିଷୟଗୁଡିକୁ ଭୁଲ୍ ଭାବରେ ବ୍ୟାଖ୍ୟା କରନ୍ତି # Ignorant and unstable ଅଶିକ୍ଷିତ ଓ ଅସ୍ଥିର I ଏହି ଲୋକମାନେ, କିପରି ଶାସ୍ତ୍ରକୁ ଉପଯୁକ୍ତ ଭାବରେ ବ୍ୟାଖ୍ୟା କରାଯିବ, ସେ ବିଷୟରେ ଶିକ୍ଷା ପାଇନାହାନ୍ତି ଓ ସୁସମାଚାରର ସତ୍ୟତାରେ ଦୃଢ଼ଭାବେ ସ୍ଥାପିତ ନୁହନ୍ତି I # to their own destruction ଫଳସ୍ବରୂପେ ସେମାନଙ୍କ ନିଜର ବିନାଶ ହୋଇଥାଏ