# do your best to be found spotless and blameless before him, in peace ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଥାସାଧ୍ୟ ଏପରି ଜୀବନ ଯାପନ କର, ଯେପରି ଈଶ୍ବର ତୁମ୍ଭମାନଙ୍କୁ ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ତାହାଙ୍କ ସହିତ ଓ ପରସ୍ପର ସହିତ ଶାନ୍ତିରେ ରହିବାର ଦେଖିବେ” (ଦେଖ: [[rc://*/ta/man/translate/figs-activepassive]]) # spotless and blameless “ନିଷ୍କଳଙ୍କ” ଓ “ଅନିନ୍ଦନୀୟ” ଶବ୍ଦଗୁଡିକର ଅର୍ଥ ମୌଳିକ ଭାବରେ ସମାନ ଓ ତାହା ନୈତିକ ପବିତ୍ରତାକୁ ଗୁରୁତ୍ବ ଦିଅନ୍ତି I ବିକଳ୍ପ ଅନୁବାଦ: “ସମ୍ପୂର୍ଣ୍ଣ ଭାବରେ ପବିତ୍ର” (ଦେଖ: [[rc://*/ta/man/translate/figs-doublet]]) # spotless ଏଠାରେ ଏହାର ଅର୍ଥ “ନିର୍ଦ୍ଦୋଷ” (ଦେଖ: [[rc://*/ta/man/translate/figs-metaphor]])