# The Lord does not move slowly concerning his promises ପ୍ରଭୁ ଆପଣା ପ୍ରତିଜ୍ଞା ସଫଳ କରିବାକୁ ଧୀର କରନ୍ତି ନାହିଁ # as some consider slowness to be କେତେକ ଲୋକ ଭାବନ୍ତି ଯେ ପ୍ରଭୁ ଆପଣା ପ୍ରତିଜ୍ଞା ସଫଳ କରିବାରେ ଧୀର ଅଟନ୍ତି, କାରଣ ସମୟ ସମ୍ବନ୍ଧରେ ସେମାନଙ୍କ ଦୃଷ୍ଟିକୋଣ ଈଶ୍ବରଙ୍କ ଠାରୁ ଭିନ୍ନ ଅଟେ