# General Information: ପିତର ଶେଷକାଳ ବିଷୟରେ କହିବାକୁ ଆରମ୍ଭ କରୁଛନ୍ତି I # to stir up your sincere mind ଏହି ସବୁ ବିଷୟରେ ଆପଣା ପାଠକମାନଙ୍କୁ ଚିନ୍ତା କରାଇବା ସମ୍ବନ୍ଧରେ ପିତର କହନ୍ତି ଯେ ସତେ ଯେପରି ସେ ସେମାନଙ୍କୁ ନିଦ୍ରାରୁ ଜଗାଉଛନ୍ତି I ବିକଳ୍ପ ଅନୁବାଦ: “ଶୁଚି ଚିନ୍ତା କରିବା ନିମନ୍ତେ ତୁମ୍ଭମାନଙ୍କୁ ଉତ୍ତେଜିତ କରିବାକୁ”