# This proverb is true for them ଏହି ଦୃଷ୍ଟାନ୍ତବାକ୍ୟ ସେମାନଙ୍କ ନିମନ୍ତେ ପ୍ରଯୁଜ୍ୟ କିମ୍ବା “ଏହି ଦୃଷ୍ଟାନ୍ତବାକ୍ୟ ସେମାନଙ୍କୁ ବର୍ଣ୍ଣନା କରେ” # A dog returns to its own vomit, and a washed pig returns to the mud ଭଣ୍ଡ ଶିକ୍ଷକମାନେ କିପରି “ଧାର୍ମିକତାର ମାର୍ଗ” ଜାଣି ସୁଦ୍ଧା ସେଥିରୁ ବିମୁଖହୋଇ ସେମାନଙ୍କୁ ନୈତିକ ଓ ଆତ୍ମିକ ଭାବରେ ଅଶୁଚି କରୁଥିବା ବିଷୟଗୁଡିକ ପ୍ରତି ଫେରିଛନ୍ତି, ତାହା ବୁଝାଇବାକୁ ପିତର ଦୁଇଟି ଦୃଷ୍ଟାନ୍ତବାକ୍ୟ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/writing-proverbs]])