# Connecting Statement: “ସେମାନେ” ଓ “ସେମାନଙ୍କ” ଶବ୍ଦଗୁଡିକ ପିତର ୧୨-୧୯ ପଦରେ କହୁଥିବା ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ I # If they have escaped ... and are again entangled ... and overcome, the last state has become worse ... than the first ଏହି ବାକ୍ୟ ସତ୍ୟ ହୋଇଥିବା ସର୍ତ୍ତମୂଳକ ଉକ୍ତିର ଗୋଟିଏ ବର୍ଣ୍ଣନା I ଭଣ୍ଡ ଶିକ୍ଷକମାନେ ଥରେ “ରକ୍ଷା ପାଇଥିଲେ,” କିନ୍ତୁ ଯଦି ସେମାନେ ପୁନର୍ବାର ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, “ତାହା ହେଲେ ସେମାନଙ୍କ ପ୍ରଥମ ଦଶା ଅପେକ୍ଷା ...ଶେଷ ଦଶା ଅଧିକ ମନ୍ଦ ହେବ” # the corruption of the world ‘ଅଶୁଚିତା” ଶବ୍ଦ ଜଣକୁ ନୈତିକ ଭାବରେ ଅଶୁଚି କରୁଥିବା ପାପପୂର୍ଣ୍ଣ ବ୍ୟବହାରକୁ ବୁଝାଏ I “ଜଗତ” ମନୁଷ୍ୟ ସମାଜକୁ ବୁଝାଏ I ବିକଳ୍ପ ଅନୁବାଦ: “ପାପପୂର୍ଣ୍ଣ ମନୁଷ୍ୟ ସମାଜର ଅଶୁଚି କାର୍ଯ୍ୟଗୁଡିକ” (ଦେଖ: [[rc://*/ta/man/translate/figs-metonymy]]) # through the knowledge of the Lord and Savior Jesus Christ ତୁମେ “ଜ୍ଞାନ”କୁ ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରିପାରିବ I ଦେଖ ତୁମେ ଏହିପରି ବାକ୍ୟାଂଶକୁ କିପରି [୨ ପିତର ୧:୨](../01/02.md)ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣି” (ଦେଖ: [[rc://*/ta/man/translate/figs-abstractnouns]]) # the last state has become worse for them than the first ସେମାନଙ୍କ ଦଶା ପୂର୍ବ ଅପେକ୍ଷା ଅଧିକ ମନ୍ଦ ଅଟେ