# reduced the cities of Sodom and Gomorrah to ashes ସଦୋମ ଓ ଗମୋରା ନଗରୀକୁ ସମ୍ପୂର୍ଣ୍ଣ ଭସ୍ମସାତ୍ ହେବା ପର୍ଯ୍ୟନ୍ତ ଦଗ୍ଧ କଲେ # condemned them to destruction ଏଠାରେ “ସେମାନଙ୍କୁ” ଶବ୍ଦ ସଦୋମ ଓ ଗମୋରା ଏବଂ ସେଠାରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I # as an example of what is to happen to the ungodly ଈଶ୍ବରଙ୍କ ଅନାଜ୍ଞାବହ ଅନ୍ୟ ଲୋକମାନଙ୍କ ପ୍ରତି କଅଣ ଘଟିବ, ସେ ବିଷୟରେ ସଦୋମ ଓ ଗମୋରା ଗୋଟିଏ ଦୃଷ୍ଟାନ୍ତ ଏବଂ ସତର୍କବାଣୀ ଅଟେ I