# Connecting Statement: ଯେଉଁମାନେ ଈଶ୍ବରଙ୍କ ବିରୁଦ୍ଧରେ କାର୍ଯ୍ୟ କରିଥିଲେ ଓ ଯେଉଁମାନଙ୍କୁ ଈଶ୍ବର ସେମାନଙ୍କ କାର୍ଯ୍ୟ ସକାଶୁ ଦଣ୍ଡ ଦେଇଥିଲେ, ପିତର ସେମାନଙ୍କ ଦୃଷ୍ଟାନ୍ତ ଦେଉଛନ୍ତି I # did not spare ଦଣ୍ଡ ଦେବାରୁ ଅଟକିଲେ ନାହିଁ କିମ୍ବା “ଦଣ୍ଡ ଦେଲେ” # he handed them down to Tartarus “ଅନ୍ଧକାରମୟ ଗହ୍ବର” ଗ୍ରୀକ୍ ଧର୍ମରୁ ଆସିଥିବା ଗୋଟିଏ ଶବ୍ଦ, ଯାହା ଗୋଟିଏ ସ୍ଥାନକୁ ବୁଝାଏ, ଯେଉଁଠାରେ ମନ୍ଦ ଆତ୍ମାମାନେ ଓ ମୃତ୍ୟୁଭୋଗ କରିଥିବା ଦୁଷ୍ଟ ଲୋକମାନେ ଦଣ୍ଡ ପାଇଥାନ୍ତି I ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ନରକରେ ନିକ୍ଷେପ କଲେ” (ଦେଖ: [[rc://*/ta/man/translate/translate-names]]) # to be kept in chains of lower darkness ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଠାରେ ସେ ସେମାନଙ୍କୁ ଅନ୍ଧକାରମୟ ଗହ୍ବରରେ ବାନ୍ଧି ରଖିବେ” (ଦେଖ: [[rc://*/ta/man/translate/figs-activepassive]]) # in chains of lower darkness ସମ୍ଭାବିତ ଅର୍ଥଗୁଡିକହେଲା ୧) “ଗୋଟିଏ ଅତି ଅନ୍ଧକାରମୟ ସ୍ଥାନରେ ବାନ୍ଧି” କିମ୍ବା ୨) “ସେମାନଙ୍କୁ ଗଭୀର ଅନ୍ଧକାରରେ ଜଞ୍ଜିରରେ ବାନ୍ଧି ବନ୍ଦୀକରି” (ଦେଖ: [[rc://*/ta/man/translate/figs-metaphor]]) # until the judgment ଏହା ବିଚାର ଦିନକୁ ବୁଝାଏ, ଯେତେବେଳେ ଈଶ୍ବର ସମସ୍ତଙ୍କ ବିଚାର କରିବେ I