# sensuality ଅନୈତିକ ଯୌନ ସମ୍ପର୍କ # the way of truth will be blasphemed “ସତ୍ୟ ମାର୍ଗ” ବାକ୍ୟାଂଶଟି ଖ୍ରୀଷ୍ଟିୟାନ ବିଶ୍ବାସକୁ ଈଶ୍ବରଙ୍କ ସତ୍ୟ ମାର୍ଗ ଭାବରେ ଉଲ୍ଲେଖ କରେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅବିଶ୍ବାସୀମାନେ ସତ୍ୟମାର୍ଗର ନିନ୍ଦା କରିବେ” (ଦେଖ: [[rc://*/ta/man/translate/figs-activepassive]])