# men spoke from God when they were carried along by the Holy Spirit ଈଶ୍ବର ଯାହା ଚାହୁଁଥିଲେ, ତାହା ଲେଖିବାକୁ ପବିତ୍ର ଆତ୍ମା ଭାବବାଦୀମାନଙ୍କୁ ସାହାଯ୍ୟ କରିବା ବିଷୟରେ ପିତର କହନ୍ତି ଯେ ସତେ ଯେପରି ପବିତ୍ର ଆତ୍ମା ସେମାନଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବହିନେଉଥିଲେ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ସେମାନଙ୍କୁ ଯେପରି ଚାଳିତ କଲେ, ମନୁଷ୍ୟମାନେ ସେପରି ଈଶ୍ବରଙ୍କଠାରୁ କଥା କହିଲେ” (ଦେଖ: [[rc://*/ta/man/translate/figs-metaphor]])