# Above all, you must understand ଅଧିକନ୍ତୁ, ତୁମ୍ଭମାନେ ବୁଝିବା ଆବଶ୍ୟକ # no prophecy comes from someone's own interpretation ସମ୍ଭାବିତ ଅର୍ଥଗୁଡିକହେଲା ୧) ଭାବବାଦୀମାନେ ସେମାନଙ୍କ ନିଜଠାରୁ ଭାବବାଣୀ କଲେ ନାହିଁ କିମ୍ବା ୨) ଭାବବାଣୀ ବୁଝିବାପାଇଁ ଲୋକେ ପବିତ୍ର ଆତ୍ମାଙ୍କ ଉପରେ ନିର୍ଭର ରଖିବା ଉଚିତ କିଅବା ୩) ସମଗ୍ର ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବିଶ୍ବାସୀମାନଙ୍କ ସହାୟତାରେ ଲୋକେ ଭାବବାଣୀକୁ ତର୍ଜମା କରିବା ଉଚିତ I