# Connecting Statement: ପିତର ଆପଣା ଶିକ୍ଷା ଦେବା ଜାରିରଖି ବିଶ୍ବାସୀମାନଙ୍କୁ ବୁଝାଉଛନ୍ତି ଯେ ସେସବୁ କାହିଁକି ବିଶ୍ବାସଯୋଗ୍ୟ I # For we did not follow cleverly invented myths ଏଠାରେ “ଆମ୍ଭେମାନେ” ଶବ୍ଦ ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ବୁଝାଏ, ପାଠକମାନଙ୍କୁ ନୁହେଁ I ବିକଳ୍ପ ଅନୁବାଦ: “କାରଣ ଆମ୍ଭେ ପ୍ରେରିତମାନେ ଚତୁରତା ସହ କଳ୍ପିତ କାହାଣୀକୁ ଅବଲମ୍ବନ କରୁନାହୁଁ” (ଦେଖ: [[rc://*/ta/man/translate/figs-exclusive]]) # the power and the coming ଏହି ଦୁଇଟି ବାକ୍ୟାଂଶ ଏକା ବିଷୟକୁ ଉଲ୍ଲେଖ କରୁଥାଇପାରନ୍ତି ଓ ଏହାକୁ ଗୋଟିଏ ବାକ୍ୟାଂଶରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଶକ୍ତିଯୁକ୍ତ ଆଗମନ” (ଦେଖ: [[rc://*/ta/man/translate/figs-hendiadys]]) # the coming of our Lord Jesus Christ ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପ୍ରଭୁ ଯୀଶୁଙ୍କ ଭବିଷ୍ୟତର ଦ୍ବିତୀୟ ଆଗମନ କିମ୍ବା ୨) ପ୍ରଭୁ ଯୀଶୁଙ୍କ ପ୍ରଥମ ଆଗମନ I # our Lord Jesus Christ ଏଠାରେ “ଆମ୍ଭମାନଙ୍କ” ଶବ୍ଦ ସବୁ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])