# Connecting Statement: ସେମାନଙ୍କୁ ସ୍ମରଣ କରାଇବାକୁ ଓ ଶିକ୍ଷାଦେବାକୁ ତାହାଙ୍କର ଦାୟିତ୍ବ ଅଛି ବୋଲି ପିତର ବିଶ୍ବାସୀମାନଙ୍କୁ କହୁଛନ୍ତି I # you are strong in the truth ଏହିସବୁ ବିଷୟର ସତ୍ୟକୁ ତୁମ୍ଭେମାନେ ଦୃଢ଼ଭାବରେ ବିଶ୍ବାସ କରୁଅଛ