# General Information: ପିତର ଆପଣାକୁ ଲେଖକ ଭାବରେ ପ୍ରକାଶ କରୁଛନ୍ତି ଓ ସେ ଲେଖୁଥିବା ବିଶ୍ବାସୀମାନଙ୍କୁ ପ୍ରକାଶ କରି ନମସ୍କାର ଜଣାଉଛନ୍ତି I # slave and apostle of Jesus Christ ପିତର ଆପଣାକୁ ଖ୍ରୀଷ୍ଟଙ୍କର ଦାସ ବୋଲି କହୁଛନ୍ତି I ତାହାଙ୍କୁ ମଧ୍ୟ ଖ୍ରୀଷ୍ଟଙ୍କ ପ୍ରେରିତ ହେବାର ପଦ ଓ ଅଧିକାର ଦିଆଯାଇଥିଲା I # to those who have received the same precious faith ଏହି ଲୋକମାନେ ବିଶ୍ବାସ ପ୍ରାପ୍ତ ହୋଇଅଛନ୍ତି ବୋଲି କହିବା ବିଷୟ ସୂଚାଇଦିଏ ଯେ ଈଶ୍ବର ସେମାନଙ୍କୁ ସେହି ବିଶ୍ବାସ ଦେଇଅଛନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ବର ସେହି ବହୁମୂଲ୍ୟ ବିଶ୍ବାସ ଦେଇଅଛନ୍ତି” (ଦେଖ: [[rc://*/ta/man/translate/figs-explicit]]) # to those who have received ତୁମ୍ଭମାନଙ୍କୁ ...ଯେଉଁମାନେ ପ୍ରାପ୍ତ ହୋଇଅଛନ୍ତି I ପିତର ଏହି ପତ୍ର ପାଠ କରି ପାରୁଥିବା ସବୁ ବିଶ୍ବାସୀମାନଙ୍କୁ ସମ୍ବୋଧନ କରୁଛନ୍ତି I # we have received ଏଠାରେ “ଆମ୍ଭେମାନେ” ଶବ୍ଦଟି ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ବୁଝାଏ, କିନ୍ତୁ ସେ ଲେଖୁଥିବା ଲୋକମାନଙ୍କୁ ନୁହେଁ I ବିକଳ୍ପ ଅନୁବାଦ: “ଆମ୍ଭେ ପ୍ରେରିତମାନେ ପ୍ରାପ୍ତ ହୋଇଅଛୁ” (ଦେଖ: [[rc://*/ta/man/translate/figs-exclusive]])