# In everything I have kept myself from being a burden to you ମୁଁ କୌଣସି ପ୍ରକାରେ କେବେ କାହାରି ଆର୍ଥିକ ଭାର ସ୍ବରୂପ ହୋଇନାହିଁ I ଜଣେ ଅନ୍ୟ କାହା ପ୍ରତି ଅର୍ଥ ଖର୍ଚ୍ଚ କରିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେସବୁ ଓଜନିଆ ବସ୍ତୁ, ଯାହା ଲୋକଙ୍କୁ ବୋହିବାକୁ ପଡ଼ିବ I ଏହାର ସମ୍ପୂର୍ଣ୍ଣ ଅର୍ଥକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଯାହା କରିପାରିବି, ତାହା ସବୁ କରିଅଛି, ଯେପରି ତୁମ୍ଭମାନଙ୍କୁ ଆଉ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ, ଆଉ ମୁଁ ଯେପରି ତୁମ୍ଭମାନଙ୍କ ସହିତ ରହିପାରିବି” (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-metaphor]]) # the brothers who came ଏହି “ଭାଇମାନେ” ସମ୍ଭବତଃ ସମସ୍ତେ ପୁରୁଷ ଥିଲେ I # I will continue to do that ମୁଁ କେବେ ବି ତୁମ୍ଭମାନଙ୍କର ଭାରସ୍ବରୂପ ହେବି ନାହିଁ