# Look at what is clearly in front of you. ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ଗୋଟିଏ ଆଜ୍ଞା ଅଟେ କିମ୍ବା ୨) ଏହା ଗୋଟିଏ ଉକ୍ତି ଅଟେ, ""ତୁମ୍ଭେମାନେ ଆପଣା ଆଖିରେ ଯାହା ଦେଖିପାରିବ, ତୁମ୍ଭେମାନେ କେବଳ ତାହା ହିଁ ଦେଖୁଅଛ I” କେତେକ ଭାବନ୍ତି ଯେ ଏହା ଗୋଟିଏ ଭାବ ପ୍ରକାଶକ ପ୍ରଶ୍ନ, ଯାହାକୁ ଗୋଟିଏ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭ ସମ୍ମୁଖରେ ଯାହା ସ୍ପଷ୍ଟ ଭାବରେ ଅଛି, ତାହାକୁ ତୁମ୍ଭେ ଦେଖୁଅଛ କି? କିମ୍ବା “ତୁମ୍ଭ ସମ୍ମୁଖରେ ଯାହା ସ୍ପଷ୍ଟ ଭାବରେ ଅଛି, ତୁମ୍ଭେ ତାହାକୁ ଦେଖିବାକୁ ଅକ୍ଷମ ଭଳି ଲାଗୁଛି” (ଦେଖ: [[rc://*/ta/man/translate/figs-rquestion]]) # let him remind himself ସେ ମନେ ରଖିବା ଆବଶ୍ୟକ # that just as he is Christ's, so also are we ଯେ ସେ ଯେପରି ଆମ୍ଭେମାନେ ମଧ୍ୟ ସେପରି ଖ୍ରୀଷ୍ଟଙ୍କର ଅଟୁ