# this momentary, light affliction is preparing us for an eternal weight of glory ପାଉଲ ଆପଣାର ଦୁଃଖଭୋଗ ଓ ଈଶ୍ବର ତାହାଙ୍କୁ ଦେବାକୁ ଥିବା ଗୌରବ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ ଗୋଟିଏ ପଦାର୍ଥ, ଯାହାର ଓଜନ କରାଯାଇପାରିବ I ଦୁଃଖଭୋଗଠାରୁ ଗୌରବ ଅଧିକ ଓଜନ ବିଶିଷ୍ଟ I (ଦେଖ: [[rc://*/ta/man/translate/figs-metaphor]]) # that exceeds all measurement ପାଉଲ ଯେଉଁ ଗୌରବ ଅନୁଭବ କରିବେ, ତାହା କେହି ମାପି ପାରିବେ ନାହିଁ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା କେହି ମାପିପାରିବେ ନାହିଁ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])