# that which was passing away ଏହା “ଦଣ୍ଡାଜ୍ଞାର ସେବା”କୁ ବୁଝାଏ, ଯାହା ବିଷୟରେ ପାଉଲ କହନ୍ତି ସତେ ଯେପରି ଏହା ଗୋଟିଏ ଅଦୃଶ୍ୟ ହେବା ପଦାର୍ଥ I ବିକଳ୍ପ ଅନୁବାଦ: “ଯାହା ଅର୍ଥହୀନ ହେଉଥିଲା” (ଦେଖ: [[rc://*/ta/man/translate/figs-metaphor]])